ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିକ୍ ଜାଗରଙ୍କୁ ଭାରତକୁ ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
18 NOV 2023 1:15PM by PIB Bhubaneshwar
ସଙ୍ଗୀତ କିମ୍ବଦନ୍ତୀ ମିକ୍ ଜାଗରଙ୍କ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତିକ୍ରିୟା ଦେଇଛନ୍ତି ।
ଭାରତ ଆସିଥିବାରୁ ତାଙ୍କୁ ଖସି ଲାଗିଥିବା ଶ୍ରୀ ଜାଗର ପୋଷ୍ଟ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର କିଛି ପ୍ରସିଦ୍ଧ ସଙ୍ଗୀତ ବିଷୟରେ ଉଲ୍ଲେଖ କରି ଏକ୍ସରେ କହିଛନ୍ତି:
‘ୟୁ କାଣ୍ଟ୍ ଅଲ୍ୱେଜ୍ ଗେଟ୍ ହ୍ୱାଟ୍ ୟୁ ୱାଣ୍ଟ୍’, କିନ୍ତୁ ଭାରତ ସାଧନାକାରୀଙ୍କ ଭୂମି, ଯେ କି ସବୁ ପ୍ରକାର ସାନ୍ତ୍ୱନା ଏବଂ ସନ୍ତୁଷ୍ଟି ପ୍ରଦାନ କରିଥାଏ ।
ଏଠାକାର ଲୋକ ଏବଂ ସଂସ୍କୃତି ମଧ୍ୟରେ ଆପଣଙ୍କୁ ଆନନ୍ଦ ମିଳିଥିବା ଜାଣି ଖୁସି ।
ଏପରି ଆସିବା ଜାରି ରଖନ୍ତୁ.. ।’
SR
(Release ID: 1977943)
Visitor Counter : 108
Read this release in:
Tamil
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam