ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ଅଗ୍ରଗତି ପାଇଁ ସଭିଏଁ ଭୋକାଲ ଫର୍ ଲୋକାଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

Posted On: 10 NOV 2023 3:02PM by PIB Bhubaneshwar

ଭାରତର ଅଗ୍ରଗତି ପାଇଁ ସଭିଏଁ ଭୋକାଲ ଫର୍ ଲୋକାଲ ହେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିବେଦନ କରିଛନ୍ତି । ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ ଉପରେ ସେ ଆଲୋକପାତ କରିବା ସହ ଉଦ୍ୟୋଗୀଙ୍କ ସୃଜନଶୀଳତା ଏବଂ ନିରନ୍ତର ଉଦ୍ୟମ ଯୋଗୁ ଆମେ ଭାରତର ପ୍ରଗତି ପାଇଁ ଭୋକାଲ ଫର୍ ଲୋକାଲ ହୋଇପାରିବା ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

କିରଣ ମଜୁମଦାର-ଶ’ଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ବାସ୍ତବରେ ଆସନ୍ତୁ ୧୪୦ କୋଟି ଭାରତୀୟଙ୍କ କଠିନ ପରିଶ୍ରମ ଉପରେ ଏହି ଦୀପାବଳି ପାଳନ କରିବା । ଉଦ୍ୟୋଗୀଙ୍କ ସୃଜନଶୀଳତା ଏବଂ ନିରନ୍ତର ଉଦ୍ୟମ ଯୋଗୁ ଆମେ ଭାରତର ପ୍ରଗତି ପାଇଁ ଭୋକାଲ ଫର୍ ଲୋକାଲ ହୋଇପାରିବା । ଏହି ପର୍ବ ଏକ ଆତ୍ମନିର୍ଭର ଭାରତର ସୂତ୍ରପାତ କରୁ ।’

 

 SR



(Release ID: 1976689) Visitor Counter : 50