ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ ପାରା ଗେମ୍ସ ୨୦୨୨ରେ ପାରା କାନୋଇଙ୍ଗ ମହିଳା ଭିଏଲ୍୨ ଫାଇନାଲରେ ରୌପ୍ୟ ପଦକ ଜିତିଥିବାରୁ ପ୍ରାଚୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 23 OCT 2023 11:22AM by PIB Bhubaneswar

 ଚୀନ୍‌ର ହାଙ୍ଗଝୋରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ ରେ ପାରା କାନୋଇଙ୍ଗ ମହିଳା ଭିଏଲ୍୨ ଫାଇନାଲରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

 

 ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

“ପ୍ରାଚୀ ଯାଦବ ଏସୀୟ ପାରା ଗେମ୍ସରେ ପ୍ରଥମ ପଦକ ହାସଲ କରି ଭାରତୀୟ କ୍ରୀଡ଼ା ଇତିହାସରେ ନିଜ ନାମ ଲେଖିଛନ୍ତି। ପାରା କାନୋଇଙ୍ଗ ମହିଳା ଭିଏଲ୍୨  ଫାଇନାଲରେ ଉଲ୍ଲେଖନୀୟ  ରୌପ୍ୟ ପଦକ ଜିତିଥିବାରୁ ପ୍ରାଚୀ ଯାଦବଙ୍କୁ ଅଭିନନ୍ଦନ | ତାଙ୍କର ଅବିଶ୍ୱସନୀୟ ପ୍ରଦର୍ଶନ ସମଗ୍ର ଦେଶକୁ ଗର୍ବିତ କରିଛି। ”

 

SR


(रिलीज़ आईडी: 1970130) आगंतुक पटल : 119
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada