ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାପିଡ୍ ଟ୍ରେନ୍ ନମୋ ଭାରତରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
20 OCT 2023 12:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରିଜିଓନାଲ ରାପିଡ୍ ଟ୍ରେନ୍ନମୋ ଭାରତ ଶୁଭାରମ୍ଭ କରିବା ସହ ଏଥିରେ ଯାତ୍ରା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟ କରାଯାଇଛି:
‘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଜିଓନାଲ ରାପିଡ୍ ଟ୍ରେନ୍ ନମୋଭାରତରେ ଅନ୍ୟ ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି । ଏହି ଟ୍ରେନ୍ସେବାର କିପରି ସକରାତ୍ମକ ପ୍ରଭାବ ରହିବ ସେ ବାବଦରେଯାତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କ ଅଭିଜ୍ଞତା ସେୟାରକରିଛନ୍ତି’ ।
SR
(रिलीज़ आईडी: 1969945)
आगंतुक पटल : 117
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Gujarati
,
Tamil
,
Telugu
,
Kannada
,
Malayalam