ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୪x ୪୦୦ ମିଟର ମିକ୍ସଡ୍ ରିଲେ ଇଭେଣ୍ଟରେ ରୌପ୍ୟ ପଦକ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 03 OCT 2023 8:31AM by PIB Bhubaneswar

ଏସୀୟ କ୍ରୀଡ଼ା ୪x ୪୦୦ ମିଟର ମିକ୍ସଡ୍ ରିଲେ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ମହମ୍ମଦ ଅଜମଲ, ଭିଥିଆ ରାମରାଜ, ରାଜେଶ ରମେଶ ଏବଂ ଭେଙ୍କଟେଶନ ସୁଭଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ା ୪x ୪୦୦ ମିଟର ମିକ୍ସଡ୍ ରିଲେ ଇଭେଣ୍ଟରେ ଆମ ଆଥଲେଟଙ୍କ ଦ୍ୱାରା ଚମତ୍କାର

 ରୌପ୍ୟ ହାସଲ

 

ମହମ୍ମଦ ଅଜମଲ, ଭିଥିଆ ରାମରାଜ, ରାଜେଶ ରମେଶ ଏବଂ ଭେଙ୍କଟେଶନ ସୁଭଙ୍କୁ ଅଭିନନ୍ଦନ ସେମାନଙ୍କ ଟିମୱର୍କ ଉଲ୍ଲେଖନୀୟ ଥିଲା ।’

 

SR


(ରିଲିଜ ଆଡି: 1964562) ପରିଦର୍ଶକ କାଉଣ୍ଟର : 116