ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ସ୍ପିଡ୍ ସ୍କେଟିଂ ୩୦୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ମିଳିବାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି
प्रविष्टि तिथि:
02 OCT 2023 12:25PM by PIB Bhubaneshwar
ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ସ୍ପିଡ୍ ସ୍କେଟିଂ ୩୦୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ଜିତିଥିବା ଆନନ୍ଦକୁମାର ଭେଲକୁମାର, ସିଦ୍ଧାନ୍ତ ରାହୁଲ କାମ୍ବଲେ ଏବଂ ବିକ୍ରମ ରାଜେନ୍ଦ୍ର ଇନଗାଲେଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଟିମୱର୍କର ଅବିଶ୍ୱସନୀୟ ପ୍ରଦର୍ଶନ ଘରକ ଆଉ ଏକ ବ୍ରୋଞ୍ଜ ପଦକ ଆଣିଦେଇଛି!
ପୁରୁଷ ସ୍ପିଡ୍ ସ୍କେଟିଂ ୩୦୦୦ ମିଟର ରିଲେରେ ଆନନ୍ଦକୁମାର ଭେଲକୁମାର, ସିଦ୍ଧାନ୍ତ ରାହୁଲ କାମ୍ବଲେ ଏବଂ ବିକ୍ରମ ରାଜେନ୍ଦ୍ର ଇନଗାଲେ ବ୍ରୋଞ୍ଜ ପାଇଛନ୍ତି ।
ଭାରତ ଅତ୍ୟଧିକ ଆନନ୍ଦିତ ଏବଂ ଏହି ସଫଳତା ପାଇଁ ଗର୍ବିତ!’
SR
(रिलीज़ आईडी: 1963513)
आगंतुक पटल : 93
इस विज्ञप्ति को इन भाषाओं में पढ़ें:
Telugu
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam