ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ୨୫ ମିଟର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବା ମହିଳା ଟିମ୍ ପାଇଁ ଖୁସି ମନାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 SEP 2023 4:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଥିବା ମନୁ ଭାକର, ରିଦିମ ସାଙ୍ଗୱାନ ଏବଂ ଇଶା ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଭାରତ ପାଇଁ ଏକ ଆଦର୍ଶ ସ୍ୱର୍ଣ୍ଣ

ମନୁ ଭାକର, ରିଦିମ ସାଙ୍ଗୱାନ ଏବଂ ଇଶା ସିଂଙ୍କ ମହିଳା ଟିମକୁ ସେମାନଙ୍କ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ!

ସେମାନଙ୍କ ଉଲ୍ଲେଖନୀୟ ଟିମୱର୍କରୁ ବହୁତ ଭଲ ଫଳ ମିିଳିଛି ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା

SR


(ରିଲିଜ ଆଡି: 1961550) ପରିଦର୍ଶକ କାଉଣ୍ଟର : 107