ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜି୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଭାଗ ନେବାକୁ ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ


ଏହି ପଦକ୍ଷେପ ଉପରେ ଏକ ଲିଙ୍କଡଇନ୍ ପୋଷ୍ଟ ସେୟାର କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 24 SEP 2023 8:43PM by PIB Bhubaneswar

ଆସନ୍ତା ୨୬ ତାରିଖରେ ଜି୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବବର୍ଗଙ୍କୁ କହିଛନ୍ତି

 

ଜି୨୦ ୟୁନିଭର୍ସିଟି କନେକ୍ଟ-ଆମ ଯୁବ ଶକ୍ତିକୁ ପ୍ରୋତ୍ସାହିତ କରିବାଶୀର୍ଷକରେ ସେ ଏକ ଲିଙ୍କଡଇନ୍ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି

 

ଏକ୍ସରେ ମୋଦୀ ପୋଷ୍ଟ କରିଛନ୍ତି:

 

ମୋର ଯୁବ ବନ୍ଧୁଗଣ,

ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ଜି୨୦ ୟୁନିଭର୍ସିଟି କନେକ୍ଟ ଫିନାଲେରେ ତୁମେମାନେ ଭାଗ ନେବାକୁ ମୁଁ ଅପେକ୍ଷା କରିଛି ଗତ ବର୍ଷରେ ଜି୨୦ ୟୁନିଭର୍ସିଟି କନେକ୍ଟ ଭାରତର ଜି୨୦ ଅଧ୍ୟକ୍ଷତାର ପ୍ରାଥମିକତା ଥିôବା କ୍ଷେତ୍ର ଉପରେ ଆଲୋକପାତ କରିବା ପାଇଁ ଏକ ଉତ୍ତମ ମଞ୍ଚ ଭାବେ ଉଭା ହୋଇଛି

 

ବିଭିନ୍ନ ପ୍ରସଙ୍ଗରେ ଉତ୍ସାହଜନକ ବିଚାରଧାରା ବିନିମୟ ହେବ ବୋଲି ଆଶା କରୁଛି   

 

https://www.linkedin.com/pulse/g20-university-connect-encouraging-our-yuva-shakti-narendra-modi/?published=t. "

 

SR


(ରିଲିଜ ଆଡି: 1960263) ପରିଦର୍ଶକ କାଉଣ୍ଟର : 136