ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନିକଣ୍ଟ୍ରୋଲ୍ ସହିତ ଏକ ବିଶେଷ ସାକ୍ଷାତକାରରେ ଭାରତର ଜି20 ଅଧ୍ୟକ୍ଷତା ସମ୍ବନ୍ଧିତ ବିଭିନ୍ନ ବିଷୟ ଉପରେ ମତ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
ଭାରତର ବୈଶ୍ବିକ ଭୂମିକା, ଭୂ-ରାଜନୀତିର ଆହ୍ବାନ ଓ ବିଶ୍ବସନୀୟ ବିଶ୍ବ ସଂସ୍ଥାନର ଗୁରୁତ୍ବ ବିଷୟରେ ଆଲୋଚନା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
06 SEP 2023 10:10AM by PIB Bhubaneswar
ମନି କଣ୍ଟ୍ରୋଲ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଭାରତର ଜି -20 ଅଧ୍ୟକ୍ଷତା ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ନିଜର ମତାମତ ପ୍ରକାଶ କରିଛନ୍ତି।
ଶ୍ରୀ ମୋଦୀ ମନି କଣ୍ଟ୍ରୋଲ ସହିତ ଆଲୋଚନା ସମୟରେ ଭାରତର ବିଶ୍ବସ୍ତରୀୟ ଭୂମିକା ଏବଂ ଭୌଗୋଳିକ ରାଜନୀତିର ଆହ୍ବାନ, ବିଶ୍ୱସନୀୟ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକର ଗୁରୁତ୍ୱ ବିଷୟରେ ମଧ୍ୟ ନିଜର ମତାମତ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ବିଷୟରେ ମନି କଣ୍ଟ୍ରୋଲର ଟ୍ବିଟର ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଏକ ଟ୍ବିଟର ପୋଷ୍ଟରେ କହିଛନ୍ତି;
@Moneycontrolcom ସହିତ ଏହି ସାକ୍ଷାତକାରରେ ଭାରତର ଜି -20 ଅଧ୍ୟକ୍ଷତା, ବିଶ୍ବର କଲ୍ୟାଣ ପାଇଁ ଭାରତର ଦୃଷ୍ଟିକୋଣ, ଆମର ବିକାଶ ପଦକ୍ଷେପ ଏବଂ ଅନ୍ୟାନ୍ୟ ବିଷୟ ଉପରେ ମୋର ଚିନ୍ତାଧାରା ପ୍ରକାଶ କରିଛି।
https://www.moneycontrol.com/news/pm-narendra-modi-interview/ “
BS
(ରିଲିଜ ଆଡି: 1955107)
ପରିଦର୍ଶକ କାଉଣ୍ଟର : 273
ଏହି ରିଲିଜ ପଢନ୍ତୁ :
Punjabi
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam