ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଂସଦ କିପରି ‘ଗଣତନ୍ତ୍ରର ସଦଭାବ’ ବନାଇଛି ତାହା ଲୋକ ସଭା ବାଚସ୍ପତିଙ୍କ ଆଲେଖ୍ୟରେ ଦର୍ଶାଯାଇଛି: ପ୍ରଧାନମନ୍ତ୍ରୀ
प्रविष्टि तिथि:
02 SEP 2023 7:31PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକ ସଭା ବାଚସ୍ପତିଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ ଶ୍ରୀ ଓମ୍ ବିର୍ଲା ସଂସଦ ଏବଂ ଗଣତନ୍ତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି:
‘ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲାଙ୍କ ଦ୍ୱାରା ଏକ ଜ୍ଞାନବର୍ଦ୍ଧକ ସ୍ତମ୍ଭ । ସଂସଦ କିପରି ସବୁପ୍ରକାର ବିଚାରକୁ ସମାନ ସମ୍ମାନର ସହ ସ୍ୱୀକାର କରି ସାମ୍ବିଧାନିକ ମୂଲ୍ୟବୋଧ, ଜାତୀୟ ସ୍ୱାର୍ଥ ଏବଂ ସାଧାରଣ ହିତ ପାଇଁ ଛିଡ଼ା ହୋଇ ‘ଗଣତନ୍ତ୍ରର ସଦଭାବ’ ସୃଷ୍ଟି କରିଛି ତାହା ଉପରେ ସେ ଆଲୋକପାତ କରିଛନ୍ତି ।’
SR
(रिलीज़ आईडी: 1954547)
आगंतुक पटल : 141
इस विज्ञप्ति को इन भाषाओं में पढ़ें:
Marathi
,
English
,
Urdu
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam