ପୋଷ୍ଟ କରାଯିବା ଦିନାଙ୍କ:
27 JUL 2023 6:14PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାହସୀ ସିଆରପିଏଫ୍ କର୍ମଚାରୀଙ୍କୁ ସିଆରପିଏଫ୍ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆମ ଦେଶର ସୁରକ୍ଷାରେ ସେମାନଙ୍କ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।
ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:
‘ସମସ୍ତ ସାହସୀ ସିଆରପିଏଫ୍ ଯବାନଙ୍କୁ ଏହାର ସ୍ଥାପନା ଦିବସରେ ଶୁଭକାମନା । ଆମ ଦେଶର ସିଆରପିଏଫ୍ ଯବାନଙ୍କ ସାହସ, ସମର୍ପଣ ଏବଂ ନିଃସ୍ୱାର୍ଥ ସେବା ବେଶ୍ ପ୍ରଶଂସନୀୟ । ଆମ ରାଷ୍ଟ୍ରର ସୁରକ୍ଷାରେ ସେମାନଙ୍କ ଅସୀମ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସାଯୋଗ୍ୟ ।’
SR