ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସିଆରପିଏଫ୍ ଯବାନଙ୍କୁ ଏହାର ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

प्रविष्टि तिथि: 27 JUL 2023 6:14PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ସାହସୀ ସିଆରପିଏଫ୍ କର୍ମଚାରୀଙ୍କୁ ସିଆରପିଏଫ୍ ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆମ ଦେଶର ସୁରକ୍ଷାରେ ସେମାନଙ୍କ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

ସମସ୍ତ ସାହସୀ ସିଆରପିଏଫ୍ ଯବାନଙ୍କୁ ଏହାର ସ୍ଥାପନା  ଦିବସରେ ଶୁଭକାମନା ଆମ ଦେଶର ସିଆରପିଏଫ୍ ଯବାନଙ୍କ ସାହସ, ସମର୍ପଣ ଏବଂ ନିଃସ୍ୱାର୍ଥ ସେବା ବେଶ୍ ପ୍ରଶଂସନୀୟ ଆମ ରାଷ୍ଟ୍ରର ସୁରକ୍ଷାରେ ସେମାନଙ୍କ ଅସୀମ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସାଯୋଗ୍ୟ

SR


(रिलीज़ आईडी: 1943508) आगंतुक पटल : 130
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam