ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚୋରାଚାଲାଣ କଳାକୃତି ଫେରାଇବା ପାଇଁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 19 JUL 2023 12:43PM by PIB Bhubaneshwar

ଭାରତର ବିବିଧ ଅଞ୍ଚଳ ଏବଂ ପରମ୍ପରାକୁ ପ୍ରତିଫଳିତ କରୁଥିବା ଚାଲାଣ ୧୦୫ ପ୍ରାଚୀନ କଳାକୃତି ଆମେରିକାରୁ ଫେରୁଛି

ଭାରତର ବିବିଧ ଅଞ୍ଚଳ ଏବଂ ପରମ୍ପରାକୁ ପ୍ରତିଫଳିତ କରୁଥିବା ଚାଲାଣ ୧୦୫ ପ୍ରାଚୀନ କଳାକୃତି ଆମେରିକାରୁ ଭାରତ ଫେରିଥିôବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି

ୱାଶିଂଟନ୍ ଡିସି ସ୍ଥିତ ଭାରତୀୟ ଦୂତାବାସ ଦ୍ୱାରା କରାଯାଇଥିବା ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଏହା ପ୍ରତ୍ୟେକ ଭାରତୀୟଙ୍କୁ ଖୁସି କରିବ ଏଥିପାଇଁ ଆମେରିକାକୁ ଧନ୍ୟବାଦ ଏହି ମୂଲ୍ୟବାନ କଳାକୃତିଗୁଡ଼ିକ ବିଶେଷ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ ରଖେ ସେଗୁଡ଼ିକ ଘରକୁ ଫେରିବା ଆମ ଐତିହ୍ୟ ଏବଂ ସମୃଦ୍ଧ ଇତିହାସକୁ ବଞ୍ଚାଇ ରଖିବା ଦିଗରେ ଆମ ପ୍ରତିବଦ୍ଧତାର ପ୍ରମାଣ

SR


(रिलीज़ आईडी: 1940722) आगंतुक पटल : 166
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam