ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଷାଢ଼ୀ ଏକାଦଶୀରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ପୋଷ୍ଟ କରାଯିବା ଦିନାଙ୍କ:
29 JUN 2023 9:55AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଷାଢ଼ୀ ଏକାଦଶୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ସମସ୍ତଙ୍କୁ ଆଷାଢ଼ୀ ଏକାଦଶୀର ହାର୍ଦ୍ଦିକ ଶୁଭକାମନା । ଏହି ପବିତ୍ର ଦିନ ଆମକୁ ପରମ୍ପରା ଅନୁରୂପ ଭକ୍ତି, ବିନମ୍ରତା ଏବଂ କରୁଣାର ଗୁଣକୁ ଆପଣାଇବାରେ ପ୍ରେରିତ କରୁ । ଭଗବାନ ବିଠଲଙ୍କ ଆଶୀର୍ବାଦରୁ ଆମେ ଏକ ସୁଖୀ, ଶାନ୍ତିପୂର୍ଣ୍ଣ, ଏବଂ ସମାବେଶୀ ସମାଜ ଗଠନ ପାଇଁ ଏକାଠି କାମ କରିବା’ ।
SR
(ରିଲିଜ ଆଡି: 1936229)
ପରିଦର୍ଶକ କାଉଣ୍ଟର : 159
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam