ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହାସନ ଆଲମ ହୋଲ୍ଡିଂ କମ୍ପାନୀ ସିଇଓ ଶ୍ରୀ ହାସନ ଆଲମଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
25 JUN 2023 5:22AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବ ଏବଂ ଉତ୍ତର ଆଫ୍ରିକାରେ କାମ କରୁଥିବା ଅନ୍ୟତମ ବୃହତ୍ତମ ଇଜିପ୍ଟ କମ୍ପାନୀ ହାସନ ଆଲମ ହୋଲ୍ଡିଂର ସିଇଓ ଶ୍ରୀ ହାସନ ଆଲମଙ୍କୁ କାଇରୋରେ ୨୦୨୩ ଜୁନ୍ ୨୪ରେ ସାକ୍ଷାତ କରିଛନ୍ତି ।
ଉଭୟେ ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଭିତ୍ତିଭୂମି ଏବଂ ନିର୍ମାଣ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକ ସହ ଗଭୀର ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ ।
SR
(रिलीज़ आईडी: 1935170)
आगंतुक पटल : 147
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam