ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରିଜୱାଟର ଆସୋସିଏଟ୍ସର ସହ-ପ୍ରତିଷ୍ଠାତା ଶ୍ରୀ ରାଏ ଦଲିଓଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 21 JUN 2023 1:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକୀୟ ନିବେଶକ, ଲେଖକ ତଥା ହେଜ୍ ଫଣ୍ଡ୍‌, ବ୍ରିଜୱାଟରର ସହପ୍ରତିଷ୍ଠାତା ଶ୍ରୀ ରାଏ ଦଲିଓଙ୍କୁ ଭେଟିଛନ୍ତି

ଶ୍ରୀ ଦଲିଓଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଇନ ଅନୁପାଳନ କୋହଳ ଏବଂ ବହୁସଂଖ୍ୟକ ଆଇନଗତ ବ୍ୟବସ୍ଥାରେ ଅପରାଧୀକରଣକୁ ହ୍ରାସ କରିବା ନିମନ୍ତେ ସରକାର ଆଣିଥିବା ସଂସ୍କାର ଉପରେ ଆଲୋକପାତ କରିଥିଲେ ଏଥିସହ ଭାରତ ଆସିବାକୁ ଶ୍ରୀ ଦଲିଓଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିଲେ

SR


(रिलीज़ आईडी: 1933960) आगंतुक पटल : 142
इस विज्ञप्ति को इन भाषाओं में पढ़ें: Bengali , English , Urdu , हिन्दी , Marathi , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam