ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଭିନ୍ନ ଯୋଗ ଆସନର ଭିଡିଓ ସେଟ୍ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 JUN 2023 2:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଗ ଆସନର ଏକ ଭିଡିଓ ସେଟ୍ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଯୋଗ ଉଭୟ ଶରୀର ଏବଂ ମନ ପାଇଁ ବିଶେଷ ଲାଭଦାୟକ । ଏହା ଶକ୍ତି, ନମନୀୟତା ଏବଂ ଶାନ୍ତି ଦେଇଥାଏ । ଆସନ୍ତୁ ଯୋଗକୁ ଆମ ଜୀବନର ଏକ ଅଂଶ କରି ଶାନ୍ତି ଏବଂ ସୁସ୍ଥତା ଆଡ଼କୁ ବଢ଼ିବା । ବିଭିନ୍ନ ଆସନକୁ ଦେଖାଉଥିବା ଭିଡିଓର ଏକ ସେଟ୍ ସେୟାର କରୁଛି ।’

SR


(ରିଲିଜ ଆଡି: 1932852) ପରିଦର୍ଶକ କାଉଣ୍ଟର : 177