ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନିଜ ନିଆରା ସଂସ୍କୃତି ଓ ପ୍ରଗତିଶୀଳ ଲୋକଙ୍କ ସହ ଆମ ଉତ୍ତର ପୂର୍ବାଞ୍ଚଳ ପ୍ରଗତିର ଅଭୂତପୂର୍ବ ଗତିର ସାକ୍ଷୀ ସାଜିଛି: ପ୍ରଧାନମନ୍ତ୍ରୀ
Posted On:
13 JUN 2023 10:38AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପୂର୍ବାଞ୍ଚଳରେ କନେକ୍ଟିଭିଟି ବୃଦ୍ଧି ପାଇଁ ଭିତ୍ତିଭୂମି ବିକାଶ ସହ ବିଭିନ୍ନ ବିକାଶ ଉପକ୍ରମ ସମ୍ପର୍କରେ ଆଲେଖ୍ୟ, ଗ୍ରାଫିକ୍ସ, ଭିଡିଓ ଓ ସୂଚନା ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆମ ଉତ୍ତର ପୂର୍ବାଞ୍ଚଳ ନିଜ ନିଆରା ସଂସ୍କୃତି ଓ ପ୍ରଗତିଶୀଳ ଲୋକଙ୍କ ପ୍ରଗତିର ଅଭୂତପୂର୍ବ ଗତିର ସାକ୍ଷୀ ପାଲଟିଛି । ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ଉନ୍ନତ କନେକ୍ଟିଭିଟି ପର୍ଯ୍ୟନ୍ତ ଆମେ ଏହି ଅଞ୍ଚଳରେ ଅପାର ସମ୍ଭାବନାକୁ ଉନ୍ମୋଚିତ କରିଛୁ ।
#9YearsOfNorthEastProsperity”
SR
(Release ID: 1932126)
Read this release in:
English
,
Urdu
,
Hindi
,
Marathi
,
Nepali
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam