ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଂଶତମ ଏସୀୟ ୟୁ୨୦ ଆଥଲେଟିକ୍ସ ଚାମ୍ପିୟନସିପରେ ଚମତ୍କାର ପ୍ରଦର୍ଶନ ପାଇଁ ଆଥଲେଟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2023 12:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଂଶତମ ଏସୀୟ ୟୁ୨୦ ଆଥଲେଟିକ୍ସ ଚାମ୍ପିୟନସିପରେ ଉତ୍ତମ ପ୍ରଦର୍ଶନ ପାଇଁ ଆଥଲେଟମାନଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଆମ ଆଥଲେଟମାନଙ୍କ ପାଇଁ ଗର୍ବିତ! ସେମାନେ ବିଂଶତମ ଏସୀୟ ୟୁ୨୦ ଆଥଲେଟିକ୍ସ ଚାମ୍ପିୟନସିପରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି! ୬ଟି ସ୍ୱର୍ଣ୍ଣ ସମେତ ୧୯ଟି ପଦକ ଜିତି ଭାରତ ୪୫ଟି ଦେଶ ମଧ୍ୟରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଆମେ ଆମର ଆଥଲେଟମାନଙ୍କ ବିଜୟର ଉତ୍ସବ ପାଳନ କରୁଛୁ ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛୁ ।’

SR


(ରିଲିଜ ଆଡି: 1931243) ପରିଦର୍ଶକ କାଉଣ୍ଟର : 157