ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମ ବିଶ୍ୱାସକୁ ଦର୍ଶାଏ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 JUN 2023 12:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ ମହିଳା ସଶକ୍ତୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାକୁ ସେୟାର କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

 

‘ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମର ବିଶ୍ୱାସକୁ ଦର୍ଶାଏ । ସେମାନଙ୍କ ସ୍ୱପ୍ନ ଏକ ମଜଭୁତ, ସମାବେଶୀ ଏବଂ ଉଜ୍ଜ୍ୱଳ ଭାରତର ନିର୍ମାଣ କରୁଛି । ୯ ବର୍ଷରେ ମହିଳାଙ୍କ ନେତୃତ୍ୱରେ ବିକାଶ ଉପରେ ଆକର୍ଷଣୀୟ ବିଷୟବସ୍ତୁ ଦେଖିବା ପାଇଁ ନମୋ ଆପ୍ ଦେଖନ୍ତୁ ।’

 

SR


(ରିଲିଜ ଆଡି: 1930194) ପରିଦର୍ଶକ କାଉଣ୍ଟର : 199