ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶିଷ୍ଟ ସଂସ୍କୃତ ବିଦ୍ୱାନ ବେଦ କୁମାର ଘାଇଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
31 MAY 2023 2:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ବେଦ କୁମାର ଘାଇଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ସଂସ୍କୃତ ସାହିତ୍ୟର ବିଶିଷ୍ଟ ବିଦ୍ୱାନ ବେଦ କୁମାର ଘାଇ ଜୀଙ୍କ ବିୟୋଗରେ ଦୁଃଖିତ । ତାଙ୍କର ଅତୁଳନୀୟ ଅବଦାନ ଆମ ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି । ତାଙ୍କ ରଚନାଗୁଡିକ ବିଦ୍ୱାନମାନଙ୍କୁ ପ୍ରେରିତ କରି ଚାଲିବ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୋର ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ ।”
SR
(रिलीज़ आईडी: 1928828)
आगंतुक पटल : 138
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam