ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୋଆ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 30 MAY 2023 2:54PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଗୋଆ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା! ଗୋଆ ଶାନ୍ତି ଏବଂ ଉଲ୍ଲାସର ଏକ ଉତ୍କୃଷ୍ଟ ମିଶ୍ରଣ, ଯାହା କି ଅନନ୍ୟ ସଂସ୍କୃତି ଏବଂ ଅଦ୍ଭୁତପୂର୍ବ ବିଚାରଧାରାରେ ପ୍ରେରିତ କରିଥାଏ ମୁଁ ଗୋଆବାସୀଙ୍କ ଉନ୍ନତି ଏବଂ ସମୃ୍ଦ୍ଧି ପାଇଁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି କି ସେମାନେ ଭାରତର ବିକାଶପଥକୁ ମଜଭୁତ କରିବା ଜାରି ରଖିବେ

 SR


(ରିଲିଜ ଆଡି: 1928265) ପରିଦର୍ଶକ କାଉଣ୍ଟର : 149