ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav g20-india-2023

ମହିଳାଙ୍କ ଆତ୍ମ ନିୟୋଜନ ଦିଗରେ ହେଉଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 17 MAY 2023 10:07AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମହିଳାଙ୍କ ଆତ୍ମ ନିୟୋଜନ ଦିଗରେ ହେଉଥିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀଶ ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି, ମୁମ୍ବାଇର ୨୭ ହଜାର ମହିଳାଙ୍କୁ ସଶକ୍ତ କରାଯାଇଛି ଓ ଏହି କ୍ରମରେ ଆତ୍ମ ନିୟୋଜନ ପାଇଁ ସେମାନଙ୍କୁ ସିଲେଇ ମେସିନ, ଚକ୍କି, ମସଲା ପ୍ରସ୍ତୁତି ମେସିନ ଭଳି ବିଭିନ୍ନ ଉପକରଣ ଓ ମେସିନ ବିଏମସି ଯୋଜନା ଅନ୍ତର୍ଗତ ମୁମ୍ବାଇର ଚୁନାଭାଟି ଅନ୍ତର୍ଗତ ସୋମୈୟା ମୈଦାନରେ ବିତରଣ କରାଯାଇଛି ।

ଉପମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ମହିଳା ସଶକ୍ତିକରଣ ଆଗେଇ ନେବାକୁ ଉଲ୍ଲେଖନୀୟ ଉଦ୍ୟମ ।

SR



(Release ID: 1924665) Visitor Counter : 116