ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଏସଏଫରେ ଭିତ୍ତିଭୂମି ଉନ୍ନୟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2023 4:44PM by PIB Bhubaneswar

୪ ଜଏଣ୍ଟ ଆଉଟପୋଷ୍ଟର ଉଦଘାଟନ ସହ ବିଏସଏଫକୁ ଆହୁରି ଦୃଢ଼ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଟୁଇଟ କରିଛନ୍ତି । ମୋଟ ୧୦୮.୩ କୋଟି ଟଙ୍କାରେ ଅନ୍ୟାନ୍ୟ ପ୍ରକଳ୍ପ ସହ ଦୁଇଟି ଆବାସିକ କମ୍ପେ୍ଲକ୍ସ ଏବଂ ଜଣେ ଅଧିକାରୀଙ୍କ ମେସ୍ ମଧ୍ୟ ଉଦଘାଟନ କରାଯାଇଛି ।

ଏହି ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି:

‘ଏହା ଆମ ସୀମା ସୁରକ୍ଷାକୁ ମଜଭୁତ କରିବ ଏବଂ ସାହସୀ ବିଏସଏଫ କର୍ମଚାରୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ’ ।

Will augment our border security and also improve quality of living for the brave BSF personnel. https://t.co/bDh8lNcglA

— Narendra Modi (@narendramodi) May 9, 2023

 SR


(ରିଲିଜ ଆଡି: 1923392) ପରିଦର୍ଶକ କାଉଣ୍ଟର : 247