ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିଆରଡିଓ ଓ ଭାରତୀୟ ନୌସେନା ଦ୍ୱାରା ନୌସେନା ପ୍ଲାଟଫର୍ମରୁ ବିଏମଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 24 APR 2023 6:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡିଆରଡିଓ ଓ ଭାରତୀୟ ନୌସେନା ଦ୍ୱାରା ନୌସେନା ପ୍ଲାଟଫର୍ମରୁ ବିଏମଡି ଇଣ୍ଟରସେପ୍ଟରର ସଫଳ ପରୀକ୍ଷଣକୁ ପ୍ରଶଂସା କରିଛନ୍ତି ।

ଭାରତୀୟ ନୌସେନାର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆମ ପ୍ରତିରକ୍ଷା ଦକ୍ଷତାକୁ ଆହୁରି ମଜବୁତ କରିଥିବା ଆମ ବୈଜ୍ଞାନିକମାନଙ୍କୁ ସେମାନଙ୍କ ଧୈର୍ଯ୍ୟ ଓ ଦୃଢ ସଂକଳ୍ପ ପାଇଁ ଶୁଭକାମନା ।    

Congratulations to our scientists for their continuous grit and determination to further strengthen our defence capabilities. https://t.co/ImT49oE1ft https://t.co/6Ndq1GYt1K

— Narendra Modi (@narendramodi) April 24, 2023

SR



(Release ID: 1919244) Visitor Counter : 76