ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାଶୀ ବିଶ୍ୱନାଥ ଓ ବିହୁ ସମାରୋହ ସମ୍ପର୍କରେ ନାଗରିକମାନଙ୍କ ମତର ପ୍ରତ୍ୟୁତ୍ତର ଦେଲେ ପ୍ରଧାନମନ୍ତ୍ରୀ

Posted On: 16 APR 2023 8:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କାଶୀ ବିଶ୍ୱନାଥ ଓ ବିହୁ ସମାରୋହ ଭଳି ପ୍ରସଙ୍ଗରେ ନାଗରିକମାନଙ୍କ ମତର ପ୍ରତ୍ୟୁତ୍ତର ଦେଇଛନ୍ତି ।

ନିଜ ପିତାଙ୍କୁ କାଶୀ ବିଶ୍ୱନାଥ ବୁଲାଇ ନେବାର ସୁଯୋଗ ପାଇଥିବା ଜଣେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବହୁତ ସୁନ୍ଦର ।

କିଛି ଦିନ ପୂର୍ବେ ଆସାମରେ ବିହୁ ସମାରୋହ ସମ୍ପର୍କରେ ଜଣେ ନାଗରିକଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ହଁ, ଏହା ଏପରି ଏକ ବିହୁ ସମାରୋହ ଥିଲା, ଯାହାକୁ କେବେ ବି ଭୁଲି ପାରିବି ନାହିଁ । ବିହୁ କାର୍ଯ୍ୟକ୍ରମ ସହ ଆସାମ ଗସ୍ତର ଆଉ କିଛି ଫଟୋ ଦେଖନ୍ତୁ ।  

 

SR



(Release ID: 1917141) Visitor Counter : 87