ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନରେ ରାଷ୍ଟ୍ରପତିଙ୍କ ଉଡାଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 11 APR 2023 3:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆସାମର ତେଜପୁର ବାୟୁସେନା ଷ୍ଟେସନରୁ ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଡାଣକୁ ପ୍ରଶଂସା କରିଛନ୍ତି ।

ରାଷ୍ଟ୍ରପତିଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରିତ କରିବ! ରାଷ୍ଟ୍ରପତି ଜୀ ଲଗାତର ନିଜ ଅସାଧାରଣ ନେତୃତ୍ୱର ପରିଚୟ ଦେଇ ଚାଲିଛନ୍ତି ।

 

SR


(रिलीज़ आईडी: 1915567) आगंतुक पटल : 153
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam