ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଡ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଭାବନାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 APR 2023 4:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୁଡ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଭାବନାକୁ ସ୍ମରଣ କରିଛନ୍ତି ।


ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆଜି ଗୁଡ ଫ୍ରାଇଡେ ଅବସରରେ ଆମେ ସେହି ବଳିଦାନ ଭାବନାକୁ ସ୍ମରଣ କରୁଛେ, ଯାହା ପ୍ରଭୁ ଯୀଶୁଙ୍କ ପାଖରେ ଥିଲା । ସେ ଦୁଃଖ ଓ ପୀଡା ସହନ କରିଥିଲେ, ସେବା ଓ କରୁଣା ଆଦର୍ଶରୁ କେବେ ବିଚଳିତ ହୋଇନଥିଲେ । ପ୍ରଭୁ ଯୀଶୁଙ୍କ ବିଚାରଧାରା ଲୋକଙ୍କୁ ପ୍ରେରିତ କରୁ ବୋଲି କାମନା ।

 

SR


(रिलीज़ आईडी: 1914660) आगंतुक पटल : 122
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam