ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
03 APR 2023 9:57AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର ।
ଶ୍ରୀନଗରର ଡାଲ ହ୍ରଦ ନିକଟରେ ଥିବା ଜାବରୱାନ ରେଞ୍ଜର ପାଦଦେଶରେ ଅବସ୍ଥିତ ଟ୍ୟୁଲିପ ଉଦ୍ୟାନର ଫୁଲ ଫୁଟିବା ବିଷୟରେ ଶ୍ରୀନଗର ଜିଲ୍ଲା ପ୍ରଶାସନର ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଜାମ୍ମୁ ଏବଂ କାଶ୍ମୀର ସୁନ୍ଦର ଅଟେ ଏବଂ ଟ୍ୟୁଲିପ ଋତୁରେ ଏହା ଆହୁରି ଅଧିକ ସୁନ୍ଦର ।”
HS
(ରିଲିଜ ଆଡି: 1913350)
ପରିଦର୍ଶକ କାଉଣ୍ଟର : 132
ଏହି ରିଲିଜ ପଢନ୍ତୁ :
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam