ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜେଏନପିଏ ନିଜ ଇତିହାସରେ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ୬ ମିଲିୟନ ଟିଇୟୁ ଅତିକ୍ରମ କରି ସର୍ବାଧିକ ମାଲ ପ୍ରବାହ କ୍ଷମତା ପଞ୍ଜିକୃତ କରିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 APR 2023 9:15AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜୱାହରଲାଲ ନେହରୁ ବନ୍ଦର ପ୍ରାଧିକରଣ (ଜେଏନପିଏ) ମାର୍ଚ୍ଚ ୩୦ରେ ନିଜ ଇତିହାସରେ ପ୍ରଥମ ଥର ପାଇଁ ୬ ମିଲିୟନ ଟିଇୟୁ ଅତିକ୍ରମ କରି ସର୍ବାଧିକ ମାଲ ପ୍ରବାହ କ୍ଷମତା ପଞ୍ଜିକୃତ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜେଏନପିଏର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଭାରତର ଗୁରୁତ୍ୱପୂର୍ଣ୍ଣ ବନ୍ଦର ମଧ୍ୟରୁ ଗୋଟିଏର ଉଲ୍ଲେଖନୀୟ ଉପଲବ୍ଧି ।     

Noteworthy feat by one of India’s important ports. https://t.co/bbTufvf2z5

— Narendra Modi (@narendramodi) April 1, 2023

SR


(रिलीज़ आईडी: 1912935) आगंतुक पटल : 149
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Kannada , Malayalam