ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନୌସେନା ପାଇଁ ଆଗାମୀ ପୀଢିର ୧୧ ତଟବର୍ତ୍ତୀ ପାଟ୍ରୋଲ ପୋତ ଓ ଛଅଟି ଆଗାମୀ ପୀଢିର କ୍ଷେପଣାସ୍ତ୍ର ପୋତ ଅଧିଗ୍ରହଣ ପାଇଁ ଭାରତୀୟ ଶିପୟାର୍ଡ ସହ ୧୯,୬୦୦ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର


ଏହାଦ୍ୱାରା ଭାରତୀୟ ନୌସେନା ମଜବୁତ ହେବା ସହ ଆତ୍ମନିର୍ଭରତା ପାଇଁ ଆମ ଲକ୍ଷ୍ୟ ତ୍ୱରାନ୍ୱିତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 31 MAR 2023 6:01PM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟରେ ସୂଚନା ଦିଆଯାଇଛି, ଭାରତୀୟ ନୌସେନା ପାଇଁ ଆଗାମୀ ପୀଢିର ୧୧ ତଟବର୍ତ୍ତୀ ପାଟ୍ରୋଲ ପୋତ ଓ ଛଅଟି ଆଗାମୀ ପୀଢିର କ୍ଷେପଣାସ୍ତ୍ର ପୋତ ଅଧିଗ୍ରହଣ ପାଇଁ ଭାରତୀୟ ଶିପୟାର୍ଡ ସହ ପ୍ରତିରକ୍ଷା ମନ୍ତ୍ରଣାଳୟର ୧୯,୬୦୦ କୋଟି ଟଙ୍କାର ଚୁକ୍ତି ମାର୍ଚ୍ଚ ୩୦,୨୦୨୩ରେ ସ୍ୱାକ୍ଷର ହୋଇଛି ।

ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହାଦ୍ୱାରା ଭାରତୀୟ ନୌସେନା ସଶକ୍ତ ହେବା ସହ ଆତ୍ମନିର୍ଭରତା ପାଇଁ ଆମ ଲକ୍ଷ୍ୟ ତ୍ୱରାନ୍ୱିତ ହେବ ।

SR


(रिलीज़ आईडी: 1912600) आगंतुक पटल : 136
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam