ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚେନ୍ନାଇ ବନ୍ଦରର ଫ୍ଲୋଟ-ଅନ-ଫ୍ଲୋଟ-ଅଫ ପରିଚାଳନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
28 MAR 2023 7:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚେନ୍ନାଇ ବନ୍ଦରର ଫ୍ଲୋଟ-ଅନ-ଫ୍ଲୋଟ-ଅଫ ପରିଚାଳନାକୁ ପ୍ରଶଂସା କରିଛନ୍ତି । ଏହା ଏକ ରେକର୍ଡ ଏବଂ ଗୋଟିଏ ଜାହାଜକୁ ଆଉ ଏକ ଦେଶକୁ ପରିବହନ ପାଇଁ ଏକ ଉପଲବ୍ଧି ଭାବେ ଦେଖାଯାଉଛି ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆମ ବନ୍ଦର ଓ ଶିପିଂ କ୍ଷେତ୍ର ପାଇଁ ଭଲ ଖବର ।”
SR
(रिलीज़ आईडी: 1911673)
आगंतुक पटल : 140
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam