ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଳାସପୁର ଡିଭିଜନ, ରାୟପୁର ଡିଭିଜନ, ସମ୍ବଲପୁର ଡିଭିଜନ, ନାଗପୁର ଡିଭିଜନ ଏବଂ ଛତିଶଗଡର ୱାଲଟିୟର ଡିଭିଜନରେ ରେଳବାଇର ୧୦୦% ବିଦ୍ୟୁତିକରଣକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2023 11:19AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଳାସପୁର ଡିଭିଜନ, ରାୟପୁର ଡିଭିଜନ, ସମ୍ବଲପୁର ଡିଭିଜନ, ନାଗପୁର ଡିଭିଜନ ଏବଂ ୱାଲଟିୟର ଡିଭିଜନରେ ରେଳବାଇର ୧୦୦% ବିଦ୍ୟୁତିକରଣକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟୁଇଟ୍‍ର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ରେଳ ବିଭାଗ ଆଗକୁ ବଢିବାରେ ଲାଗିଛି! ରେଳବାଇ ପାଇଁ ଏକ ବଡ଼ ଖବର ।”

HS


(ରିଲିଜ ଆଡି: 1910756) ପରିଦର୍ଶକ କାଉଣ୍ଟର : 181