ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରାଖଣ୍ଡର ୧୦୦% ବ୍ରଡ ଗେଜ ରେଳ ମାର୍ଗର ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
18 MAR 2023 7:33AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ୧୦୦% ବ୍ରଡ ଗେଜ ରେଳ ମାର୍ଗର ବିଦ୍ୟୁତିକରଣକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ଟ୍ୱିଟ୍କୁ ଶେୟାର କରି, ଉତ୍ତରାଖଣ୍ଡର ୧୦୦% ବ୍ରଡ ଗେଜ ରେଳ ମାର୍ଗର ବିଦ୍ୟୁତିକରଣ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ କରିଛନ୍ତି;
“ଉତ୍ସାହଜନକ ଫଳାଫଳ ! ଏହା ଦ୍ୱାରା ଦେବଭୂମି ଉତ୍ତରାଖଣ୍ଡକୁ ଲାଭ ମିଳିବ ଏବଂ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହନ ମିଳିବ । ”
***
SSP
(ରିଲିଜ ଆଡି: 1908250)
ପରିଦର୍ଶକ କାଉଣ୍ଟର : 175
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam