ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଅଭିବ୍ୟକ୍ତ କରୁଥିବା ଗୀତ ଭିଡିଓ ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 17 MAR 2023 8:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଉପସ୍ଥାପନା ଶେୟାର କରିଛନ୍ତି ଯେଉଁଥିରେ ଜଣେ ସଂଗୀତକାରଙ୍କୁ ବିଭିନ୍ନ ଭାଷାରେ ଗୀତ ଗାଉଥିବାର ଦେଖିବାକୁ ମିଳିବ । ସେ କହିଛନ୍ତି ଯେ, ମଧୁର ସ୍ୱର ସହିତ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାର ଏକ ମହାନ ଅଭିବ୍ୟକ୍ତି ଅଟେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି :

“ପ୍ରତିଭାଶାଳୀ ସ୍ନେହଦୀପ ସିଂହ କାଲସିଙ୍କ ଏହି ଅଦ୍ଭୁତ ଗୀତକୁ ଦେଖିଲି । ମଧୁର ସ୍ୱର ସହିତ ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାର ଏକ ମହାନ ଅଭିବ୍ୟକ୍ତି ଅଟେ । ଚମତ୍କାର!

***

SSP


(रिलीज़ आईडी: 1908246) आगंतुक पटल : 154
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam