ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ପୁରସ୍କାର ୨୦୨୩ରେ ‘ଗଭର୍ଣ୍ଣର ଅଫ ଦ ଇୟର’ ପୁରସ୍କାର ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 17 MAR 2023 6:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ପୁରସ୍କାର ୨୦୨୩ରେ ଗଭର୍ଣ୍ଣର ଅଫ ଦ ଇୟର ପୁରସ୍କାର ପାଇଁ ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସିଏନବିସି ଟିଭି18ର ଖବରକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ ପୁରସ୍କାର ୨୦୨୩ରେ @RBI Governor, ଶ୍ରୀ ଶକ୍ତିକାନ୍ତ ଦାସ ଜୀଙ୍କୁ ଗଭର୍ଣ୍ଣର ଅଫ ଦ ଇୟର ପୁରସ୍କାର ପ୍ରଦାନ କରାଯିବା ଆମ ଦେଶ ପାଇଁ ବେଶ ଗର୍ବର କଥା । ତାଙ୍କୁ ଅଭିନନ୍ଦନ ।

 

*****

SR


(रिलीज़ आईडी: 1908018) आगंतुक पटल : 165
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada