ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନାରୀ ଶକ୍ତିକୁ ନମନ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 08 MAR 2023 7:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନାରୀ ଶକ୍ତିକୁ ନିଜର ଉପଲବ୍ଧି ପାଇଁ ନମନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆମ ନାରୀ ଶକ୍ତିକୁ ନିଜର ଉପଲବ୍ଧି ପାଇଁ ନମନ କରୁଛି । ଭାରତର ପ୍ରଗତିରେ ମହିଳାଙ୍କ ଭୂମିକା ବେଶ ପ୍ରଶଂସନୀୟ । ଆମ ସରକାର ମହିଳା ସଶକ୍ତିକରଣକୁ ଆଗେଇ ନେବାକୁ କାମ କରିଚାଲିବ । #NariShaktiForNewIndia

ଶ୍ରୀ ମୋଦୀ ସେହି ସଫଳ ମହିଳାମାନଙ୍କ ସଂକଳନ ଶେୟାର କରିଛନ୍ତି ଯେଉଁମାନଙ୍କ ଜୀବନଯାତ୍ରାର ଉଲ୍ଲେଖ ମନ କି ବାତରେ ହୋଇଥିଲା ।     

 

SR


(रिलीज़ आईडी: 1905159) आगंतुक पटल : 164
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam