ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡକ୍ଟର ଦେବୀସିଂହ ଶେଖାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 FEB 2023 5:06PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ଦେବୀସିଂହ ପାଟିଲଙ୍କ ସ୍ୱାମୀ ଡକ୍ଟର ଦେବୀସିଂହ ଶେଖାୱତଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ମୋର ଚିନ୍ତାଧାରା ଡକ୍ଟର ଦେବୀସିଂହ ଶେଖାୱତଙ୍କ ପରଲୋକରେ ଆମର ପୂର୍ବତନ ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭା ପାଟିଲ ଜୀ ଏବଂ ତାଙ୍କ ପରିବାର ସହିତ ରହିଛି ।  ସେ ତାଙ୍କର ବିଭିନ୍ନ ସେବା ପ୍ରୟାସ ମାଧ୍ୟମରେ ସମାଜ ଉପରେ ଏକ ଛାପ ସୃଷ୍ଟି କରିଥିଲେ । ଓମ୍ ଶାନ୍ତି ।”

HS


(ରିଲିଜ ଆଡି: 1902188) ପରିଦର୍ଶକ କାଉଣ୍ଟର : 161