ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉନ୍ନତ ୩ଡି ପ୍ରିଣ୍ଟିଂ ଜ୍ଞାନକୌଶଳ ବ୍ୟବହାର କରି ଜଣେ ଯୁବ ରୋଗୀଙ୍କ ଖପୁରୀ ତ୍ରୁଟିର ପୁନଃସ୍ଥାପନ ପାଇଁ ଭାରତୀୟ ସେନାର କେନ୍ଦ୍ରୀୟ କମାଣ୍ଡ ଡାକ୍ତର ଦଳକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
23 FEB 2023 2:03PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଣେ ଯୁବ ରୋଗୀଙ୍କ ଖପୁରୀ ତ୍ରୁଟିର ପୁନସ୍ଥାପନ ଲାଗି ଟାଇଟାନିୟମ୍ କ୍ରାନିଓପ୍ଲାଷ୍ଟି ମରାମତି ପାଇଁ ଉନ୍ନତ ୩ଡି ପ୍ରିଣ୍ଟିଂ ଜ୍ଞାନକୌଶଳ ବ୍ୟବହାର ସକାଶେ ଭାରତୀୟ ସେନାର କେନ୍ଦ୍ରୀୟ କମାଣ୍ଡ ଡାକ୍ତର ଦଳକୁ ପ୍ରଶଂସା କରିଛନ୍ତି ।
ଉପରୋକ୍ତ ଅସ୍ତ୍ରୋପଚାର ସଂପର୍କରେ ଭାରତୀୟ ସେନାର କେନ୍ଦ୍ରୀୟ କମାଣ୍ଡର ଏକ ଟୁଇଟ୍ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ପ୍ରଶଂସନୀୟ!”
HS
(रिलीज़ आईडी: 1901658)
आगंतुक पटल : 238
इस विज्ञप्ति को इन भाषाओं में पढ़ें:
Marathi
,
English
,
Urdu
,
Urdu
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam