ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଯକ୍ଷଗଣ ପ୍ରଚ୍ଛଦପଟ୍ଟ ଗାୟକ ଶ୍ରୀ ବାଲିପା ନାରାୟଣ ଭାଗବତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 17 FEB 2023 10:26AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଯକ୍ଷଗଣ ପ୍ରଚ୍ଛଦପଟ୍ଟ ଗାୟକ ଶ୍ରୀ ବାଲିପା ନାରାୟଣ ଭାଗବତଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

 ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଶ୍ରୀ ବାଲିପା ନାରାୟଣ ଭାଗବତ ସଂସ୍କୃତି ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ନିଜ ଜୀବନକୁ ଯକ୍ଷଗଣ ପ୍ରଚ୍ଛଦପଟ୍ଟ ଗାୟନରେ ସମର୍ପିତ କରିବା ସହ ନିଜ ନିଆରା ଶୈଳୀ ପାଇଁ ପ୍ରଶଂସିତ ହେଉଥିଲେ । ଆଗାମୀ ପୀଢି ମଧ୍ୟ ତାଙ୍କ କାମକୁ ମନେ ରଖିବେ । ତାଙ୍କ ବିୟୋଗରେ ଦୁଃଖିତ । ପରିବାରକୁ ସମବେଦନା । ଓମ ଶାନ୍ତି ।” 

 

SR


(रिलीज़ आईडी: 1900244) आगंतुक पटल : 192
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam