ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବନ୍ଦେ ଭାରତ ଟ୍ରେନ ପ୍ରତି ଯାତ୍ରୀଙ୍କ ଅସ୍ମିତା ଓ ସେଥିରେ ଯାତ୍ରା କରିବାକୁ ଆଗ୍ରହକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
16 FEB 2023 12:18PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଟ୍ରେନ ପ୍ରତି ଜଣେ ଯାତ୍ରୀଙ୍କ ଅସ୍ମିତା ଓ ସେଥିରେ ଯାତ୍ରା କରିବାକୁ ଥିବା ଆଗ୍ରହକୁ ପ୍ରଶଂସା କରିଛନ୍ତି ।
ଜଣେ ଯାତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ସତରେ, ବହୁତ ଲମ୍ବା ରାସ୍ତା । ଏବଂ ଆଗକୁ ମଧ୍ୟ ଲମ୍ବା ରାସ୍ତା ରହିଛି । ଯାତ୍ରା ପ୍ରତି ଆପଣଙ୍କ ଆଗ୍ରହ ଓ ବନ୍ଦେ ଭାରତ ପ୍ରତି ଦେଖାଇଥିବା ଅସ୍ମିତାକୁ ମୁଁ ପ୍ରଶଂସା କରୁଛି ।”
SR
(ରିଲିଜ ଆଡି: 1899976)
ପରିଦର୍ଶକ କାଉଣ୍ଟର : 145
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam