ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଗକୁ ଯିବା ପାଇଁ ଯୋଗ ଓ ଭାରତୀୟ ଚିକିତ୍ସାର ପାରମ୍ପରିକ ଧାରାକୁ ଏମିତି ଏକ ଭାଷାରେ ଲୋକପ୍ରିୟ କରିବାକୁ ପଡିବ ଯାହାକୁ ବିଶ୍ୱ ବୁଝିପାରିବ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 FEB 2023 1:48PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ଲୋକପ୍ରିୟ କରିବାକୁ ବହୁମୁଖୀ ଗବେଷଣାର ଆବଶ୍ୟକତାକୁ ଦୋହରାଇଛନ୍ତି । 

ଜଣେ ନାଗରିକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଠିକ କହିଛନ୍ତି । ଆଗକୁ ଯିବା ପାଇଁ ଯୋଗ ଓ ଭାରତୀୟ ଚିକିତ୍ସାର ପାରମ୍ପରିକ ଧାରାକୁ ଏମିତି ଏକ ଭାଷାରେ ଲୋକପ୍ରିୟ କରିବାକୁ ପଡିବ ଯାହାକୁ ବିଶ୍ୱ ବୁଝିପାରିବ । ଆମ ଦେଶବାସୀଙ୍କ ମଧ୍ୟରେ ଏ ସମ୍ପର୍କରେ ମଧ୍ୟ ବ୍ୟାପକ ସଚେତନତା ରହିଛି ଦେଖି ଖୁସି ଲାଗିଲା ।”   

 

SR


(ରିଲିଜ ଆଡି: 1898580) ପରିଦର୍ଶକ କାଉଣ୍ଟର : 182