ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁନେବାସୀ ସ୍ୱାଗତ କରିବାର ଶୈଳୀ ଜାଣନ୍ତି: ପ୍ରଧାନମନ୍ତ୍ରୀ
प्रविष्टि तिथि:
11 FEB 2023 5:53PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୁନେବାସୀ ସ୍ୱାଗତ କରିବାର ଶୈଳୀ ଜାଣନ୍ତି । ଢୋଲ ତାସାର ଉଦ୍ଦାମ ସ୍ୱରରେ ପୁନେବାସୀ ପୁନେରେ ପହଞ୍ଚିଥିବା ବନ୍ଦେ ଭାରତ ଟ୍ରେନକୁ ଜୋରଦାର ସ୍ୱାଗତ କରିଛନ୍ତି ।
କେନ୍ଦ୍ର ରେଳବାଇର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପୁନେ ନିଶ୍ଚିତ ଭାବରେ ସ୍ୱାଗତ କରିବାର ଶୈଳୀ ଜାଣେ! ”
SR
(रिलीज़ आईडी: 1898327)
आगंतुक पटल : 182
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam