ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୩ ହକି ବିଶ୍ୱକପ୍‌ର ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 JAN 2023 8:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାରେ ହେଉଥିବା ୨୦୨୩ ହକି ବିଶ୍ୱକପ୍ରେ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଓଡିଶାରେ ୨୦୨୩ ହକି ବିଶ୍ୱକପ୍ ଆରମ୍ଭ ହୋଇଥିବାରୁ ସମସ୍ତ ଅଂଶଗ୍ରହଣକାରୀ ଦଳଙ୍କୁ ମୋର ଶୁଭେଚ୍ଛା ଏହି ପ୍ରତିଯୋଗିତା କ୍ରୀଡ଼ାବିତଙ୍କ ଆବେଗକୁ ଆହୁରି ମଜବୁତ କରିବ ଏବଂ ଏହା ହକିର ସୁନ୍ଦର ଖେଳକୁ ଆହୁରି ଲୋକପ୍ରିୟ କରାଇବ ଏଭଳି ପ୍ରତିଯୋଗିତା ଆୟୋଜନ କରି ଭାରତ ଗର୍ବିତ

HS


(ରିଲିଜ ଆଡି: 1890818) ପରିଦର୍ଶକ କାଉଣ୍ଟର : 181