ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଛତିଶଗଡର ଚିତ୍ରଶିଳ୍ପୀ ଶ୍ରୀ ଶ୍ରବଣ କୁମାର ଶର୍ମା
Posted On:
08 JAN 2023 9:26AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ଛତିଶଗଡର ଚିତ୍ରଶିଳ୍ପୀ ଶ୍ରୀ ଶ୍ରବଣ କୁମାର ଶର୍ମାଙ୍କୁ ଭେଟିଛନ୍ତି ।
ଚିତ୍ରଶିଳ୍ପୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଏକ ଚିତ୍ର ପ୍ରଦାନ କରିଥିଲେ
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଛତିଶଗଡର ଜଣେ ଦକ୍ଷ ଚିତ୍ରଶିଳ୍ପୀ ଶ୍ରୀ ଶ୍ରବଣ କୁମାର ଶର୍ମାଙ୍କୁ ଭେଟିଥିଲି । ସେ ବର୍ଷ ବର୍ଷ ଧରି ଚିତ୍ର ଆଙ୍କୁଛନ୍ତି ଏବଂ ଆଦିବାସୀ କଳା ପ୍ରତି ଅତ୍ୟନ୍ତ ଆଗ୍ରହୀ ଅଟନ୍ତି ।”
HS
(Release ID: 1889506)
Visitor Counter : 134
Read this release in:
Bengali
,
Kannada
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam