ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପ୍ରକାଶ ପରବ ଅବସରରେ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 29 DEC 2022 10:03AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କୁ ତାଙ୍କ ପ୍ରକାଶ ପରବର ପବିତ୍ର ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପରକାଶ ପରବର ପବିତ୍ର ଅବସରରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କୁ ପ୍ରଣିପାତ କରୁଛି ଓ ମାନବତାର ସେବା ପ୍ରତି ତାଙ୍କ ଅବଦାନକୁ ସ୍ମରଣ କରୁଛି । ତାଙ୍କ ଅତୁଳନୀୟ ସାହସ ସର୍ବଦା ଲୋକଙ୍କୁ ପ୍ରେରିତ କରି ଚାଲିଥିବ ।”

 

SR


(ରିଲିଜ ଆଡି: 1887290) ପରିଦର୍ଶକ କାଉଣ୍ଟର : 170