ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଧନୁ ଯାତ୍ରାର ଶୁଭାରମ୍ଭ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 27 DEC 2022 8:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନୁ ଯାତ୍ରା ଆରମ୍ଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାନ ଧନୁ ଯାତ୍ରା ଓଡିଶାର ସଂସ୍କୃତି ସହିତ ଜଡିତ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ମହାନ ଧନୁ ଯାତ୍ରା ଓଡିଶାର ସଂସ୍କୃତି ସହିତ ଜଡିତ । ଏହି ଯାତ୍ରା ଆରମ୍ଭ ହୋଇଥିବାରୁ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଯାତ୍ରା ଆମ ସମାଜରେ ସୌହାର୍ଦ୍ଦ୍ୟ ଏବଂ ସୁଖର ଆବେଗକୁ ଆଗକୁ ବଢ଼ାଇବ ।”

HS



(Release ID: 1887011) Visitor Counter : 132