ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲଚିତ ଦିବସ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 24 NOV 2022 11:09AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲଚିତ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଲଚିତ ଦିବସର ଅଭିନନ୍ଦନ । ଚଳିତ ଲଚିତ ଦିବସ ସ୍ୱତନ୍ତ୍ର କାରଣ ଆମେ ମହାନ ଲଚିତ ବୋରଫୁକନଙ୍କ ୪୦୦ତମ ଜନ୍ମ ଜୟନ୍ତୀ ପାଳନ କରୁଛେ । ସେ ଅଦମ୍ୟ ସାହସର ପ୍ରତୀକ ଥିଲେ । ଜନକଲ୍ୟାଣକୁ ସେ ସର୍ବାଧିକ ପ୍ରାଥମିକତା ଦେବା ସହ ଜଣେ ନ୍ୟାୟପ୍ରିୟ ଓ ଦୂରଦର୍ଶୀ ନେତା ଥିଲେ ।”

 

SR


(रिलीज़ आईडी: 1878528) आगंतुक पटल : 149
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam