ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡକ୍ଟର ଟେମସୁଲା ଆଓଙ୍କ ଦେହାନ୍ତରେ ତୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
10 OCT 2022 3:58PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସାହିତ୍ୟ ମାଧ୍ୟମରେ ଚମତ୍କାର ନାଗା ସଂସ୍କୃତିକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡକ୍ଟର ଟେମସୁଲା ଆଓଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଡକ୍ଟର ଟେମସୁଲା ଆଓଙ୍କ ଦେହାନ୍ତରେ ଦୁଃଖିତ ଯିଏ ତାଙ୍କ ସାହିତ୍ୟ ମାଧ୍ୟମରେ ଚମତ୍କାର ନାଗା ସଂସ୍କୃତିକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ଉଦ୍ୟମ ଉଲ୍ଲେଖନୀୟ ଥିଲା । ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପ୍ରତି ସମବେଦନା । ତାଙ୍କର ଆତ୍ମାର ସଦ୍ଗତି ହେଉ ।”
HS
(रिलीज़ आईडी: 1866485)
आगंतुक पटल : 168
इस विज्ञप्ति को इन भाषाओं में पढ़ें:
Marathi
,
English
,
Urdu
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam