ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ କ୍ରୀଡା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଗରବା ଲୋକପ୍ରିୟତା ହାସଲ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2022 3:51PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କ୍ରୀଡ଼ା ଆୟୋଜନ ଖେଳାଳୀଙ୍କୁ ବିଭିନ୍ନ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ପ୍ରଦାନ କରିଥାଏ ।
ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ଏକ ଟୁଇଟ୍ ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ।
“କ୍ରୀଡା ଆୟୋଜନ ଆକର୍ଷଣୀୟ କାରଣ ସେମାନେ ଖେଳାଳୀଙ୍କୁ ବିଭିନ୍ନ ସଂସ୍କୃତି ସହିତ ପରିଚିତ ହେବାର ସୁଯୋଗ ଦିଅନ୍ତି । ଜାତୀୟ ଖେଳର ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଗରବା ଲୋକପ୍ରିୟତା ହାସଲ କରିବା ଦେଖି ଖୁସି ଲାଗୁଛି ।”
HS
(ରିଲିଜ ଆଡି: 1865170)
ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam