ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରସ୍ତୁତ ‘କର୍ତ୍ତବ୍ୟ’ର ଆବେଗକୁ ଦର୍ଶାଉଥିବା ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 29 SEP 2022 10:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ କୁ ‘ସେବା ପକ୍ଷ’ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ଆକର୍ଷଣୀୟ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ‘କର୍ତ୍ତବ୍ୟ’ ର ଆବେଗକୁ ଦର୍ଶାଯାଇଛି ଯେଉଁଥିରେ ପ୍ରଧାନମନ୍ତ୍ରୀ ସାମିଲ ଅଛନ୍ତି ।

ମୋଦୀ ଷ୍ଟୋରୀ ଦ୍ୱାରା ଏକ ଟୁଇଟ୍‌କୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“୧୦୦ ସୃଜନଶୀଳତା ପାଇଁ! ଚିତାଠାରୁ ଆରମ୍ଭ କରି ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ତୁମେ ଏଥିରେ ସବୁକିଛି ସାମିଲ କରିଛ ।”

HS



(Release ID: 1863546) Visitor Counter : 133